ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗୋଟିଏ ଛୋଟ ଗଛ ଯାହାର ମଞ୍ଜିରୁ ଚାଉଳ ବାହାର କରାଯାଏ
ಉದಾಹರಣೆ : ଜମିରେ ଧାନ ଗଛ ଲହଡ଼ି ଭାଙ୍ଗୁଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
एक पौधा जिसके बीजों में से चावल निकलता है।
ಅರ್ಥ : କେତେକ ଛୋଟ ଗଛରୁ ମିଳୁଥିବା ଖାଇବାଯୋଗ୍ୟ ଦାନା
ಉದಾಹರಣೆ : ଶ୍ୟାମ ଖାଦ୍ୟଶସ୍ୟ ବେପାରୀ
ಸಮಾನಾರ್ಥಕ : ଅନ୍ନ, ଖାଦ୍ୟଶସ୍ୟ, ଶସ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
कुछ पौधों से उत्पन्न होने वाले दाने जो खाने के काम में आते हैं।
Dry seed-like fruit produced by the cereal grasses: e.g. wheat, barley, Indian corn.
ಅರ್ಥ : ଗୋଟିଏ ଶସ୍ୟ ଯାହାର ଚୋପା ଛଡ଼ାଇଲେ ଚାଉଳ ହୁଏ
ಉದಾಹರಣೆ : ଏହି ବଖରା ଧାନରେ ଭର୍ତ୍ତି
एक अनाज जो छिलके सहित चावल होता है।
Rice in the husk either gathered or still in the field.
ಅರ್ಥ : ଛଅ ସୋରିଷ ଭଳି ଏକ ମାପ
ಉದಾಹರಣೆ : ମୋ ନାକ ଫୁଲର ଓଜନ ଏକ ଧାନ
ಸಮಾನಾರ್ಥಕ : ଯଅ, ଯବ
छः राई की एक तौल।
ಸ್ಥಾಪನೆ