ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପ୍ରସୂତୀର ଉପଚାର ଏବଂ ସେବା ସୁଶ୍ରୁଷା କରୁଥିବା ସ୍ତ୍ରୀ
ಉದಾಹರಣೆ : ଚିକିତ୍ସକ ପ୍ରସୂତୀର ଭଲମନ୍ଦ ଦେଖିବାପାଇଁ ଜଣେ ଧାଈକୁ ନିଯୁକ୍ତ କରିଛନ୍ତି
ಸಮಾನಾರ್ಥಕ : ଧାଈ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
प्रसूता का उपचार और सेवा-सुश्रूषा करनेवाली स्त्री।
A woman skilled in aiding the delivery of babies.
ಅರ್ಥ : ଅନ୍ୟର ପିଲାକୁ ନିଜ କ୍ଷୀର ପିଆଇବା କିମ୍ବା ତାର ଦେଖାଶୁଣା କରୁଥିବା ସ୍ତ୍ରୀ
ಉದಾಹರಣೆ : ମା’ଙ୍କର ମୃତ୍ୟୁପରେ ଶ୍ୟାମ ଜଣେ ଧାତ୍ରୀଙ୍କ କୋଳରେ ବଢ଼ିଲେ
दूसरे के बच्चे को अपना दूध पिलाने या उसकी देख-रेख करने वाली स्त्री।
A woman hired to suckle a child of someone else.
ಸ್ಥಾಪನೆ