ಅರ್ಥ : ଧାରଣ କରିବା କ୍ରିୟା ବା ରଖିବା, ସଂଭାଳିବା, ଅକ୍ତିଆର କରିବା ବା ଗ୍ରହଣ କରିବା କ୍ରିୟା
ಉದಾಹರಣೆ :
ಸಮಾನಾರ್ಥಕ : ଧରଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧରିବାର ପ୍ରକ୍ରିୟା
ಉದಾಹರಣೆ :
ମାଛ ଧରିବା ଲୋକଙ୍କଠାରୁ ଜରିମାନା ନିଆଯିବ
ಅರ್ಥ : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
ಉದಾಹರಣೆ :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
ಸಮಾನಾರ್ಥಕ : ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
Travel or go by means of a certain kind of transportation, or a certain route.
He takes the bus to work.ಅರ್ಥ : କୌଣସି ବସ୍ତୁ ଭିତରକୁ ଯାଇ ତାକୁ ଭରିବା
ಉದಾಹರಣೆ :
ଏହି ଡବାରେ ସାତ କିଲୋ ଅଟା ଧରେ
ಸಮಾನಾರ್ಥಕ : ଜାଗାହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ଆଦିକୁ ଜାଣିବା
ಉದಾಹರಣೆ :
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
ಸಮಾನಾರ್ಥಕ : ବୁଝେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Get the meaning of something.
Do you comprehend the meaning of this letter?.ಅರ್ಥ : କିଛି କଲାବେଳେ କୌଣସି ବିଶେଷ କଥା ଉପରେ ଅଟକିଯିବା
ಉದಾಹರಣೆ :
ନିରୀକ୍ଷକ କପି କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଧରିଲେ ସେ ମୋର ଚୋରୀ ଧରିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
कुछ करते हुए को कोई विशेष बात आने पर रोकना।
निरीक्षक ने नक़ल करते हुए परीक्षार्थी को पकड़ा।ಅರ್ಥ : ଗୋଟିଏ ସ୍ଥାନକୁ ଯିବା ପାଇଁ କୌଣସି ଯାନବାହନରେ ଚଢ଼ିବା
ಉದಾಹರಣೆ :
ଡେରି ହେବା ଯୋଗୁଁ ଆମେ ଦଶଟା ବେଳର ବସ୍ ଧରିପାରିଲୁ ନାହିଁ