ಅರ್ಥ : ଡାକଦ୍ବାରା କୌଣସି ଦୂରସ୍ଥାନରେ ରହୁଥିବା ବ୍ୟକ୍ତି ନିକଟକୁ ପଠାଯାଉଥିବା ଅର୍ଥପ୍ରାପ୍ତି କରିବାର ଲିଖିତ ଆଦେଶ
ಉದಾಹರಣೆ :
ମଙ୍ଗୁଳୁ ପ୍ରତିମାସରେ ଏକହଜାର ଟଙ୍କାର ମନିଅର୍ଡର ପଠାଉଛି
ಸಮಾನಾರ್ಥಕ : ମନିଅର୍ଡର
ಇತರ ಭಾಷೆಗಳಿಗೆ ಅನುವಾದ :
A written order for the payment of a sum to a named individual. Obtainable and payable at a post office.
money order, postal orderಅರ್ಥ : କାହାକୁ ଧନ ଦେବାର ଆଦେଶ ବା ଆଜ୍ଞା
ಉದಾಹರಣೆ :
ସେ ବାପାଙ୍କ ଧନାଦେଶକୁ ଦୂରେଇ ପାରିଲାନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : (ଅଧିକୋଷ)କୁ ଦିଆଯାଇଥିବା ଏହି ଉଦ୍ଦେଶ୍ୟରେ ଲିଖିତ ଆଦେଶ ଯେ, ସେ ମୋର ଖାତାର ଅଧିକାରୀ ବା ଅମୁକ ବ୍ୟକ୍ତିକୁ ଲିଖିତ ପରିମାଣ ଦେଇଦେବେ
ಉದಾಹರಣೆ :
ମୋତେ ଠିକସମୟରେ ପେ ଅର୍ଡର ମିଳିଗଲା
ಸಮಾನಾರ್ಥಕ : ପେ ଅର୍ଡର
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें किसी व्यक्ति का हिसाब हो उस बैंक (अधिकोष) को दिया गया इस आशय का लिखित आदेश कि वह मेरे खाते में से वाहक अथवा अमुक निर्दिष्ट व्यक्ति को लिखित रकम दे दे।
मुझे समय पर धनादेश मिल गया था।