ಅರ್ಥ : ଧନୀ ବା ଧନବାନ ଭଳିଆ ବା ଯାହାଠାରେ ଧନିକ ଆଚରଣ ଥାଏ
ಉದಾಹರಣೆ :
ନବାବଙ୍କ ଧନିକ ସ୍ୱଭାବ ତାଙ୍କ ପ୍ରତ୍ୟେକ ହରକତରୁ ସାବ୍ୟସ୍ତ ହେଉଛି
ಸಮಾನಾರ್ಥಕ : ଧନିକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାଙ୍କ ପାଖରେ ଧନ ଦୌଲତ ଅଛି ବା ଯେ ଧନ ସମ୍ପର୍ଣ୍ଣ
ಉದಾಹರಣೆ :
ଧନାଢ଼୍ୟ ବ୍ୟକ୍ତିମାନଙ୍କ ସ୍ୱଭାବ ଫଳନ୍ତି ଗଛ ପରିହେବା ଉଚିତ
ಸಮಾನಾರ್ಥಕ : ଐଶ୍ୱର୍ଯ୍ୟଶାଳୀ, ଧନବନ୍ତ, ଧନାଢ଼୍ୟ, ଧନୀ, ସମ୍ପତ୍ତିବାନ
ಇತರ ಭಾಷೆಗಳಿಗೆ ಅನುವಾದ :
जिसके पास धन-दौलत हो या जो धन से संपन्न हो।
धनी व्यक्ति का स्वभाव फलदार वृक्ष जैसे होना चाहिए।Possessing material wealth.
Her father is extremely rich.