ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛୁଆମାନଙ୍କପାଇଁ ପ୍ରେମ ସଂବୋଧନ
ಉದಾಹರಣೆ : କଣ ପାଇଁ ମୋ ଧନ ଆଜି ଖାଦ୍ୟ ଖାଉନାହିଁ
ಸಮಾನಾರ್ಥಕ : ଗେହ୍ଲାପୁଅ, ଲାଲା, ସୁନା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बच्चों के लिए प्यार का संबोधन।
ಅರ್ಥ : ଏକା ପ୍ରକାରର ଉପଯୋଗୀ ଓ ମୂଲ୍ୟବାନ ବସ୍ତୁଗୁଡ଼ିକର ଏକକ ବା ବର୍ଗ
ಉದಾಹರಣೆ : ପ୍ରଥମେ ଗଉଡ଼ର ସଂପନ୍ନତା ତାର ଗୋ ଧନରୁ ଅନୁମାନ କରାଯାଥାଏ
ಸಮಾನಾರ್ಥಕ : ସମ୍ପତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक ही प्रकार की उपयोगी और मूल्यवान वस्तुओं का वर्ग या समूह।
An abundance of material possessions and resources.
ಅರ್ಥ : ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ಉದಾಹರಣೆ : ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ
ಸಮಾನಾರ್ಥಕ : ଅର୍ଥ, ଟଙ୍କା ପଇସା, ଦୌଲତ, ଧନ-ଦୌଲତ, ବିତ୍ତ, ବିଭବ, ବୈଭବ
सोना-चाँदी, ज़मीन-जायदाद आदि संम्पत्ति जिसकी गिनती पैसे के रूप में होती है।
Wealth reckoned in terms of money.
ಸ್ಥಾಪನೆ