ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପରିଶ୍ରମ କରିବା, ଦଉଡ଼ିବା କାରଣରୁ ଖୁବଜୋରରେ ଏବଂ ଶୀଘ୍ରଶୀଘ୍ର ଶ୍ୱାସ ନେବାର ପ୍ରକ୍ରିୟା
ಉದಾಹರಣೆ : ଅନବରତ ଦଉଡ଼ିବା ଯୋଗୁଁ ସେ ଧଇଁସଇଁ ହେଉଥିଲା
ಅರ್ಥ : ଧଇଁସଇଁ ହେବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ : ଆଈମା ଧଇଁସଇଁରୁ ଆରାମ ପାଇବା ପାଇଁ ବସିପଡ଼ିଲେ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
हाँफने की क्रिया या भाव।
An act of forcible exhalation.
ಸ್ಥಾಪನೆ