ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦକ୍ଷ ପ୍ରଜାପତିଙ୍କ ଜଣେ କନ୍ୟା
ಉದಾಹರಣೆ : ପୁରାଣରେ ଦୟାଙ୍କ ବର୍ଣ୍ଣନା ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
दक्ष प्रजापति की एक कन्या।
An imaginary being of myth or fable.
ಅರ್ಥ : ଅନ୍ୟର ଦୁଃଖ ଦେଖି ଯେଉଁ ମନୋବେଗ ସୃଷ୍ଟି ହୁଏ
ಉದಾಹರಣೆ : ଦୟା ଏକ ସାତ୍ତ୍ୱିକ ଭାବନା
ಸಮಾನಾರ್ಥಕ : ଅନୁକମ୍ପା, ଅନୁଗ୍ରହ, କରୁଣା, କୃପା, ମେହେରବାନି
वह मनोवेग जो दूसरे का दुख देखकर उत्पन्न होता है।
A deep awareness of and sympathy for another's suffering.
ಅರ್ಥ : ଓଡ଼ିଶାର ଏକ ନଦୀ
ಉದಾಹರಣೆ : ଦୟା ନଦୀ ଭୁବନେଶ୍ୱର ନିକଟରେ ପ୍ରବାହିତ ହେଉଛି
ಸಮಾನಾರ್ಥಕ : ଦୟା ନଦୀ
उड़ीसा की एक नदी।
A large natural stream of water (larger than a creek).
ಅರ್ಥ : ଅନୁକମ୍ପା କିମ୍ବା ଦୟା କରିବାର କ୍ରିୟା
ಉದಾಹರಣೆ : ସମସ୍ତଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ହିଁ ଆମର ଧର୍ମ
ಸಮಾನಾರ್ಥಕ : ଅନୁକମ୍ପା, କରୁଣା, ସହାନୁଭୂତି
अनुकंपा या दया करने की क्रिया।
A kind act.
ಸ್ಥಾಪನೆ