ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦ୍ୟୁତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦ୍ୟୁତି   ବିଶେଷ୍ୟ

ಅರ್ಥ : ସେହି ଶକ୍ତି ବା ତତ୍ତ୍ୱ ଯାହା ମିଶିଲେ ବସ୍ତୁଆଦିର ରୂପ ଆଖିକୁ ଦେଖାଯାଏ

ಉದಾಹರಣೆ : ସୂର୍ଯ୍ୟ ଉଦୟ ହେଲା ପରେ ଚତୁର୍ଦ୍ଦିଗ ଆଲୋକିତ ହୋଇଗଲା

ಸಮಾನಾರ್ಥಕ : ଆଲୋକ, ଉଜ୍ୱଳ, ଉଜ୍ୱଳିତ, ଜ୍ୟୋତି, ପ୍ରକାଶ, ରୋଷଣୀ


ಇತರ ಭಾಷೆಗಳಿಗೆ ಅನುವಾದ :

(physics) electromagnetic radiation that can produce a visual sensation.

The light was filtered through a soft glass window.
light, visible light, visible radiation

ಅರ್ಥ : ରତ୍ନର ଚକ୍‌ମକ୍ ବା ଦୀପ୍ତି

ಉದಾಹರಣೆ : ହୀରାର ଚମକ୍‌ ଆଖିକୁ ଚମକାଇ ଦିଏ

ಸಮಾನಾರ್ಥಕ : ଆଭା, ଚମକ୍‌


ಇತರ ಭಾಷೆಗಳಿಗೆ ಅನುವಾದ :

रत्न की चमक-दमक या दीप्ति।

हीरे की चमक आँखों को चौंधिया रही थी।
उद्दीप्ति, चमक, द्युति, रत्न आभा

The visual property of something that shines with reflected light.

luster, lustre, sheen, shininess

ಅರ್ಥ : ଯାହା ସରସ ଓ ସୁନ୍ଦର

ಉದಾಹರಣೆ : ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ

ಸಮಾನಾರ್ಥಕ : ଲାବଣ୍ୟ, ସୌନ୍ଦର୍ଯ୍ୟ

ಅರ್ಥ : ସୂର୍ଯ୍ୟ,ଚନ୍ଦ୍ର,ଦୀପ ଆଦି ପ୍ରଜ୍ୱଳିତ ପଦାର୍ଥମାନଙ୍କରୁ ପ୍ରବାହିତ ଜ୍ୟୋତିର ଯେଉଁ ଅତି ସୂକ୍ଷ୍ମରେଖାମାନ ବାହାରି ବିଛୁରିତ ହେଲାଭଳି ଦେଖାଯାଏ

ಉದಾಹರಣೆ : ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଦିନର ଆରମ୍ଭ ହୁଏ

ಸಮಾನಾರ್ಥಕ : ଅଂଶୁ, କିରଣ, ବିଭା, ମୟୂଖ, ରଶ୍ମି


ಇತರ ಭಾಷೆಗಳಿಗೆ ಅನುವಾದ :

ज्योति की वे अति सूक्ष्म रेखाएँ जो प्रवाह के रूप में सूर्य, चंद्र, दीपक आदि प्रज्वलित पदार्थों में से निकलकर फैलती हुई दिखाई देती हैं।

सूरज की पहली किरण से दिन की शुरुआत होती है।
अंशु, किरण, किरन, केश, गभस्ति, चरण, त्विषि, द्युति, द्युत्, धाम, पौ, प्रसिति, मयूख, मरिचिका, मरीचि, रश्मि, रोचि, विभा, शिपि, ह्रद

A column of light (as from a beacon).

beam, beam of light, irradiation, light beam, ray, ray of light, shaft, shaft of light

ಅರ್ಥ : ଏକ ପ୍ରକାରର ପ୍ରକାଶ

ಉದಾಹರಣೆ : ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା

ಸಮಾನಾರ್ಥಕ : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ପ୍ରଭା, ଭାସ, ରକ୍ତିମା


ಇತರ ಭಾಷೆಗಳಿಗೆ ಅನುವಾದ :

Merriment expressed by a brightness or gleam or animation of countenance.

He had a sparkle in his eye.
There's a perpetual twinkle in his eyes.
light, spark, sparkle, twinkle