ಅರ್ಥ : ମିଶିଥିବା ବା ଗୋଳି ହୋଇଥିବା
ಉದಾಹರಣೆ :
ପଣାରେ ମିଳେଇଯାଇଥିବା ଚିନି ଦିଶୁନାହିଁ
ಸಮಾನಾರ್ಥಕ : ମିଳେଇଯାଇଥିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ତରଳ ପଦାର୍ଥ ଭଳି ପତଳା ବା ତରଳିଯାଇଛି
ಉದಾಹರಣೆ :
ପର୍ବତଗୁଡ଼ିକରୁ ଦ୍ରବିତ ହିମପ୍ରବାହ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଦୟାରେ ଭରିଯାଇଛି
ಉದಾಹರಣೆ :
ରମେଶର ଏ ଦଶା ଦେଖି ମୋହନର ହୃଦୟ ଦୟାର୍ଦ୍ର ହୋଇଉଠିଲା
ಇತರ ಭಾಷೆಗಳಿಗೆ ಅನುವಾದ :