ಅರ್ಥ : କାହା ଉପରେ ଅପରାଧର ଅଭିଯୋଗ, ଦୋଷ ବା ଆରୋପ ଲଗାଯିବାର କ୍ରିୟା
ಉದಾಹರಣೆ :
ସେମାନେ ନିଜର ଦୋଷାରୋପ ପ୍ରମାଣିତ କରିପାରିଲେ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
(law) a formal accusation against somebody (often in a court of law).
An allegation of malpractice.ಅರ್ಥ : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ
ಉದಾಹರಣೆ :
କୁତ୍ସାରଟନା ଠାରୁ ଦୂରେଇ ରୁହ
ಸಮಾನಾರ್ಥಕ : କୁତ୍ସାରଟନା, ବଦନାମ, ମିଥ୍ୟାରୋପ
ಇತರ ಭಾಷೆಗಳಿಗೆ ಅನುವಾದ :
An abusive attack on a person's character or good name.
aspersion, calumny, defamation, denigration, slanderಅರ್ಥ : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
ಉದಾಹರಣೆ :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintಅರ್ಥ : କାହାରି ଉପରେ କୌଣସି ଦୋଷ ଲଗାଇବା ପ୍ରକ୍ରିୟା ବା ଏପରି କହିବା ପ୍ରକ୍ରିୟା ଯେ ଏହିବ୍ୟକ୍ତି ଏହି ଦୋଷ ବା ଅପରାଧ କରିଛି
ಉದಾಹರಣೆ :
କାହାରି ଉପରେ ମିଥ୍ୟା ଦୋଷାରୋପ କରନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
An assertion that someone is guilty of a fault or offence.
The newspaper published charges that Jones was guilty of drunken driving.