ಅರ್ಥ : କାହା ଉପରେ ଲଗାଯାଇଥିବା ଦୋଷ
ಉದಾಹರಣೆ :
ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
ಸಮಾನಾರ್ಥಕ : ଅପବାଦ, ଅପଯଶ, କଳଙ୍କ, କାଳିମା, ଲାଞ୍ଛନ
ಇತರ ಭಾಷೆಗಳಿಗೆ ಅನುವಾದ :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementಅರ್ಥ : ଦୋଷୀ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
ಸಮಾನಾರ್ಥಕ : ଅପରାଧ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୋଷ ଏବଂ ତୃଟି
ಉದಾಹರಣೆ :
ଆପଣଙ୍କ ଅତିଥି ସେବାରେ କୌଣସି ପ୍ରକାରର ତୃଟି ନାହିଁ
ಸಮಾನಾರ್ಥಕ : ତୃଟି
ಇತರ ಭಾಷೆಗಳಿಗೆ ಅನುವಾದ :
A failing or deficiency.
That interpretation is an unfortunate defect of our lack of information.