ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦେୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦେୟ   ବିଶେଷ୍ୟ

ಅರ್ಥ : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ

ಉದಾಹರಣೆ : ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ

ಸಮಾನಾರ್ಥಕ : ଚାନ୍ଦା


ಇತರ ಭಾಷೆಗಳಿಗೆ ಅನುವಾದ :

किसी सामयिक पत्र या पुस्तक आदि का वार्षिक या मासिक मूल्य।

मैंने कादम्बिनी का चंदा अभी तक नहीं भेजा है।
अभिदान, चंदा

A payment for consecutive issues of a newspaper or magazine for a given period of time.

subscription

ಅರ್ಥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା

ಉದಾಹರಣೆ : ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି

ಸಮಾನಾರ್ಥಕ : ପାଉଣା, ପ୍ରାପ୍ୟ ଧନ, ବାକି


ಇತರ ಭಾಷೆಗಳಿಗೆ ಅನುವಾದ :

वह रुपया जो दूसरे से पाना या प्राप्त करना हो।

साहूकार हर महीने पहली तारीख़ को ही पावना लेने घर पहुँच जाता है।
पाना, पावना, प्राप्तव्य धन, प्राप्यधन, बकाया, लहना

A payment that is due (e.g., as the price of membership).

The society dropped him for non-payment of dues.
due

ଦେୟ   ବିଶେଷଣ

ಅರ್ಥ : ଯାହା ଦିଆଯାଇ ପାରିବ

ಉದಾಹರಣೆ : ଏହି ରାଶି ମୋର ଦେୟ

ಸಮಾನಾರ್ಥಕ : ଦାୟ


ಇತರ ಭಾಷೆಗಳಿಗೆ ಅನುವಾದ :

जो दिया जा सके।

मेरे लिए यह राशि देय है।
दातव्य, दाय, देय, प्रदेय

ಅರ್ಥ : ଦାନ ଦେବା ଯୋଗ୍ୟ

ಉದಾಹರಣೆ : ସତ୍ୟ ଉପାୟରେ ଉପାର୍ଜିତ ଧନ ହିଁ ଦେୟ ଭାବେ ଗ୍ରହଣ କରାଯାଏ

ಸಮಾನಾರ್ಥಕ : ପ୍ରଦେୟ


ಇತರ ಭಾಷೆಗಳಿಗೆ ಅನುವಾದ :

दान देने योग्य।

सही तरीके से उपार्जित धन ही प्रदेय माना जाता है।
प्रदेय