ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦେହଳୀ-ଦୀପକ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦେହଳୀ-ଦୀପକ   ବିଶେଷ୍ୟ

ಅರ್ಥ : ଏରୁଣ୍ଡି ଉପରେ ରଖାଯାଇଥିବା ଦୀପ ଯାହା ଭିତର ଓ ବାହାର ଉଭୟପଟକୁ ଆଲୋକିତ କରେ

ಉದಾಹರಣೆ : ଏରଣ୍ଡାଦୀପ ଘର ଭିତରେ ଓ ବାହାରେ ଉଭୟ ପଟକୁ ଆଲୋକ ଦିଏ

ಸಮಾನಾರ್ಥಕ : ଏରଣ୍ଡା ଦୀପ, ଏରୁଣ୍ଡି ଦୀପ


ಇತರ ಭಾಷೆಗಳಿಗೆ ಅನುವಾದ :

देहली पर रखा हुआ दीपक जो अन्दर और बाहर दोनों ओर प्रकाश फैलाता है।

देहली-दीपक घर के अन्दर भी और बाहर भी प्रकाश देता है।
देहली-दीपक

ಅರ್ಥ : ଏକ ଅର୍ଥାଳଙ୍କାର ଯାହା ମଧ୍ୟରେଥିବା କୌଣସି ଶବ୍ଦର ଅର୍ଥ ଆଗ ଓ ପଛ ଦୁଇଆଡ଼େ ବା ଦୁଇଆଡ଼ର ପଦରେ ଲାଗିଥାଏ

ಉದಾಹರಣೆ : ନା ରହିବ ବାଉଁଶ, ନା ବାଜିବ ବଇଁଶୀରେ ଦେହଳୀ-ଦୀପକ ଅଳଙ୍କାର ହୋଇଛି

ಸಮಾನಾರ್ಥಕ : ଦେହଳୀ-ଦୀପକ ଅଳଙ୍କାର


ಇತರ ಭಾಷೆಗಳಿಗೆ ಅನುವಾದ :

एक अर्थालंकार जिसमें बीच के किसी शब्द का अर्थ आगे और पीछे दोनों ओर या दोनों ओर के पदों में लगता है।

रहे बाँस न बजे बाँसुरी में देहली-दीपक अलंकार है।
देहली-दीपक, देहली-दीपक अलंकार