ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦେଶଭକ୍ତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦେଶଭକ୍ତ   ବିଶେଷ୍ୟ

ಅರ್ಥ : ଯେ ସଚ୍ଚା ହୃଦୟରେ ନିଜ ଦେଶର ଉନ୍ନତି ଓ କଲ୍ୟାଣ ଚାହେଁ ଏବଂ ତାହାର ସିଦ୍ଧିପାଇଁ ପ୍ରଯତ୍ନ କରେ

ಉದಾಹರಣೆ : ଆଜାଦ, ଭଗତ ସିଂଙ୍କ ଭଳି ଦେଶଭକ୍ତମାନେ ସ୍ୱାଧୀନତାପାଇଁ ଆତ୍ମବଳି ଦେଇଥିଲେ

ಸಮಾನಾರ್ಥಕ : ଦେଶପ୍ରେମୀ


ಇತರ ಭಾಷೆಗಳಿಗೆ ಅನುವಾದ :

वह जो अपने देश की सच्चे हृदय से उन्नति और कल्याण चाहता और उसकी सिद्धि के लिए प्रयत्न करता है।

आजाद,भगत सिंह जैसे देशभक्तों ने स्वतंत्रता के लिए आत्मबलिदान कर दिया।
देशभक्त, राष्ट्रभक्त

One who loves and defends his or her country.

nationalist, patriot

ଦେଶଭକ୍ତ   ବିଶେଷଣ

ಅರ್ಥ : ଯେ ସଚ୍ଚା ହୃଦୟରେ ନିଜ ଦେଶର କଲ୍ୟାଣପାଇଁ ପ୍ରଯତ୍ନ କରେ

ಉದಾಹರಣೆ : ଦେଶଭକ୍ତ ସିପାହିଟି ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସୀମା ଉପରେ ପହରା ଦେଉଥିଲା

ಸಮಾನಾರ್ಥಕ : ରାଷ୍ଟ୍ରଭକ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

जो सच्चे हृदय से अपने देश की उन्नति और कल्याण चाहता है तथा उसकी सिद्धि के लिए प्रयत्न करता है।

वह देशभक्त सिपाही मरते दम तक सीमा पर डटा रहा।
देशभक्त, राष्ट्रभक्त

Inspired by love for your country.

loyal, patriotic