ಅರ್ಥ : ଦେଖିବାର ପ୍ରକ୍ରିୟା
ಉದಾಹರಣೆ :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ಸಮಾನಾರ್ಥಕ : ଅବଲୋକନ କରିବା, ଚାହିଁବା, ଦର୍ଶନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
The act of directing the eyes toward something and perceiving it visually.
He went out to have a look.ಅರ್ಥ : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
ಉದಾಹರಣೆ :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ಸಮಾನಾರ್ಥಕ : ଅବଲୋକନ କରିବା, ପରଖିବା, ପରୀକ୍ଷଣ କରିବା, ପରୀକ୍ଷା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु, व्यक्ति आदि के गुण, दोष को जाँचना कि यह अमुक काम के योग्य है कि नहीं।
इस छोटे से कार्य के जरिए मैं उसको परख रहा हूँ कि वह मेरे काम का है या नहीं।To look at critically or searchingly, or in minute detail.
He scrutinized his likeness in the mirror.ಅರ್ಥ : ଆଖିରେ କୌଣସି ବ୍ୟକ୍ତି କିମ୍ବା ପଦାର୍ଥ ଆଦିର ରୂପ ରଙ୍ଗ ଏବଂ ଆକାର ପ୍ରକାରଆଦିର ଜ୍ଞାନ ପ୍ରାପ୍ତ କରିବା
ಉದಾಹರಣೆ :
ଶ୍ୟାମ ଧ୍ୟାନପୂର୍ବକ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଦେଖୁଥିଲେ
ಸಮಾನಾರ್ಥಕ : ନିରେଖେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
दृष्टि-शक्ति अथवा नेत्रों से किसी चीज का ज्ञान प्राप्त करना या आँखों से किसी व्यक्ति या पदार्थ आदि के रूप-रंग और आकार-प्रकार आदि का ज्ञान प्राप्त करना।
श्याम गौर से महात्मा गाँधी की तस्वीर को देख रहा था।ಅರ್ಥ : ଉଦାହରଣ ରୂପରେ ନେବା
ಉದಾಹರಣೆ :
ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
ಸಮಾನಾರ್ಥಕ : ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ಉದಾಹರಣೆ :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ಸಮಾನಾರ್ಥಕ : ଦାୟିତ୍ୱନେବା, ଯତ୍ନନେବା, ସମ୍ଭାଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।ಅರ್ಥ : କୌଣସି ଜିନିଷ ଆଦି ବିଷୟରେ ନିଶ୍ଚିତ ହେବା
ಉದಾಹರಣೆ :
ମୁଁ ସକାଳେ ବାହାରିବା ଆଗରୁ ଦେଖେ ଯେ କୋଠରୀର ଝରକା, କବାଟ ବନ୍ଦ ଅଛି ବା ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
किसी चीज आदि के बारे में निश्चित होना।
मैं सुबह निकलने से पहले देखता हूँ कि कमरे के खिड़की,दरवाजे बंद हैं या नहीं।ಅರ್ಥ : କୌଣସି ବସ୍ତୁ ଉପରେ ଧ୍ୟାନ ରଖିବା ଯାହାଦ୍ୱାରା ତାହା ଖରାପ ହୋଇଯିବା ବା ଏପଟ-ସେପଟ ହୋଇନପାରେ
ಉದಾಹರಣೆ :
ଚୁଲିରେ ବସିଥିବା ଦୁଧକୁ ଦେଖ, ଯେପରି ଉତୁରି ନ ଯାଏ
ಸಮಾನಾರ್ಥಕ : ଧ୍ୟାନଦେବା, ନଜର ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु पर ध्यान रखना जिससे वह बिगड़ने या इधर-उधर न होने पावे।
चूल्हे पर रखे हुए दूध को देखो, कहीं गिर न जाए।Follow with the eyes or the mind.
Keep an eye on the baby, please!.ಅರ್ಥ : କୌଣସି ବସ୍ତୁ ଆଦି ବିଷୟରେ ପଚାରି ବୁଝିବା
ಉದಾಹರಣೆ :
ରେଳଗାଡି ଠିକ୍ ସମୟରେ ଚାଲୁଛି ନା ନାହିଁ ଦେଖ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିରୀକ୍ଷଣ କରିବା
ಉದಾಹರಣೆ :
ଆପଣ ଦେଖିଲେ ନା ଆଜିକାଲିର ପିଲାମାନେ କିପରି ବ୍ୟବହାର କରୁଛନ୍ତି?
ಅರ್ಥ : ନିରୀକ୍ଷଣ କରିବା
ಉದಾಹರಣೆ :
ମୁଁ ଏହି ଯନ୍ତ୍ରର କାର୍ଯ୍ୟପ୍ରଣାଳୀ ଦେଖିଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦେଖା ଦେବା
ಉದಾಹರಣೆ :
ଆକାଶରେ ତାରାସବୁ ଆସ ଦେଖିବା ମୋତେ ଅନ୍ଧାରରେ ରାସ୍ତା ଦେଖାଯାଉନାହିଁ
ಸಮಾನಾರ್ಥಕ : ଦୃଷ୍ଟିଗୋଚର ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
आँखों से दृष्टिगत होना।
आकाश में तारे दिख रहे हैं।Have a certain outward or facial expression.
How does she look?.