ಅರ್ಥ : ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
ಉದಾಹರಣೆ :
ଏହି ଲୁହାଛଡ଼ ଅନମନୀୟ ଆଲେକ୍ଜାଣ୍ଡାରଙ୍କ ସାମ୍ନାରେ ପୁରୁ ଅନମନୀୟ ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବହୁତ ନିକଟର ବା ବହୁତ ପାଖରେ
ಉದಾಹರಣೆ :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
ಸಮಾನಾರ್ಥಕ : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ନିବିଡ଼, ପ୍ରଗାଢ଼
ಇತರ ಭಾಷೆಗಳಿಗೆ ಅನುವಾದ :
Marked by close acquaintance, association, or familiarity.
Intimate friend.ಅರ್ಥ : ଯେ ନିଷ୍ପତ୍ତି ବଦଳାଏ ନାହିଁ
ಉದಾಹರಣೆ :
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
ಇತರ ಭಾಷೆಗಳಿಗೆ ಅನುವಾದ :