ಅರ್ಥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ಉದಾಹರಣೆ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ಸಮಾನಾರ್ಥಕ : ଦୃଷ୍ଟି, ନଜର, ବିଚାର
ಇತರ ಭಾಷೆಗಳಿಗೆ ಅನುವಾದ :
A mental position from which things are viewed.
We should consider this problem from the viewpoint of the Russians.