ಅರ್ಥ : ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି
ಉದಾಹರಣೆ :
ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
ಸಮಾನಾರ್ಥಕ : ଦୃଷ୍ଟିକ୍ଷମତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
ಉದಾಹರಣೆ :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
ಸಮಾನಾರ್ಥಕ : ଦୃଷ୍ଟି କୋଣ, ନଜର, ବିଚାର
ಇತರ ಭಾಷೆಗಳಿಗೆ ಅನುವಾದ :
A mental position from which things are viewed.
We should consider this problem from the viewpoint of the Russians.ಅರ್ಥ : ଦେଖିବା କ୍ରିୟା ବା ଢଙ୍ଗ
ಉದಾಹರಣೆ :
ତାଙ୍କ ଦୃଷ୍ଟିରୁ ହିଁ ଆମେ ବୁଝିଗଲୁ ଯେ ସେ ବହୁତ ରାଗରେ ଅଛନ୍ତି ତାର ଚଞ୍ଚଳ ଦୃଷ୍ଟିପାତ ଭାରି ମୋହକ
ಇತರ ಭಾಷೆಗಳಿಗೆ ಅನುವಾದ :
The act of directing the eyes toward something and perceiving it visually.
He went out to have a look.ಅರ್ಥ : ଆଖିର ଦୃଷ୍ଟି-କ୍ଷେତ୍ର ବା ଦୃଷ୍ଟି-ସୀମା ବା ଯେଉଁ ପର୍ଯ୍ୟନ୍ତ ଆଖିକୁ ଦେଖାଯାଏ
ಉದಾಹರಣೆ :
ସେ ମୋ ଦୃଷ୍ଟିସୀମାରୁ ବାହାରି ନଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖୁଥିଲି
ಸಮಾನಾರ್ಥಕ : ଆଖିଆଗ, ନେତ୍ରଦୃଷ୍ଟି
ಇತರ ಭಾಷೆಗಳಿಗೆ ಅನುವಾದ :
* आँख का दृष्टि-क्षेत्र या दृष्टि-सीमा या जहाँ तक आँख से देखा जा सकता हो।
मैं उन्हें तब तक देखता रहा जब तक वे मेरी दृष्टि से बाहर नहीं हो गए।ಅರ್ಥ : ଦୃଷ୍ଟି ସମ୍ବନ୍ଧୀୟ ବୋଧ ବା ଅଭିଜ୍ଞତାର ଅବସ୍ଥା
ಉದಾಹರಣೆ :
ତା ପତ୍ନୀର ଦୃଷ୍ଟିବୋଧ ତାକୁ ଯଥାର୍ଥତା ସହିତ ପରିଚିତ କରାଇଲା
ಸಮಾನಾರ್ಥಕ : ଦୃଷ୍ଟିବୋଧ
ಇತರ ಭಾಷೆಗಳಿಗೆ ಅನುವಾದ :
* दृष्टि संबंधी बोध या अभिज्ञता की अवस्था।
उसकी पत्नी की दृष्टि ने उसे यथार्थता से परिचित कराया।An instance of visual perception.
The sight of his wife brought him back to reality.