ಅರ್ಥ : ଆଖି ସାମନାରେ ଦେଖାଯାଉଥିବା ପଦାର୍ଥ, ଘଟଣା ବା ସ୍ଥଳ
ಉದಾಹರಣೆ :
ସୂର୍ଯ୍ୟାସ୍ତର ଦୃଶ୍ୟ ବହୁତ ସୁନ୍ଦର ବର୍ଷା କାରଣରୁ ବାହାରର ଦୃଶ୍ୟ ସ୍ପଷ୍ଟ ନ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନାଟକଆଦିର କୌଣସି ଅଙ୍କର ଏକ ଭାଗ ଯାହା ଥରକେ ଦୃଶ୍ୟମାନ ହୁଏ ଏବଂ ଯେଉଁଥିରେ କୌଣସି ଗୋଟିଏ ଘଟଣାର ଅଭିନୟ ହୁଏ
ಉದಾಹರಣೆ :
ନାଟକର ଅନ୍ତିମ ଦୃଶ୍ୟରେ ହତ୍ୟାକାରୀର ପତ୍ତା ମିଳିଲା
ಸಮಾನಾರ್ಥಕ : ସିନ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ
ಉದಾಹರಣೆ :
ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ
ಸಮಾನಾರ್ಥಕ : ଚାକ୍ଷୁଷ, ଦୃଶ୍ୟମାନ, ଦୃଷ୍ଟିଗୋଚର, ଦେଖାଯାଉଥିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦର୍ଶନ କରିବା ବା ଦେଖିବା ଯୋଗ୍ୟ
ಉದಾಹರಣೆ :
ସେ ଦର୍ଶନୀୟ ଜାଗାଗୁଡ଼ିକୁ ଭ୍ରମଣ କରିବାକୁ ଯାଇଛି
ಸಮಾನಾರ್ಥಕ : ଅବଲୋକନୀୟ, ଦର୍ଶନୀୟ, ଦେଖିବା ଭଳି, ଦେଖିବା ଯୋଗ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
दर्शन करने या देखने योग्य।
वह दर्शनीय स्थलों की सैर करने गया है।Capable of being seen or noticed.
A discernible change in attitude.