ಅರ್ಥ : କୌଣସି ନଗରର ଯେଉଁ ସ୍ଥାନରେ ଅନ୍ୟ ଦେଶର ରାଜଦୂତ ଏବଂ ତାଙ୍କ ସହକର୍ମୀମାନେ ରହନ୍ତି
ಉದಾಹರಣೆ :
ଦିଲ୍ଲୀରେ ଅନେକ ଦେଶର ଦୂତାବାସ ଅଛି
ಸಮಾನಾರ್ಥಕ : ଏମ୍ବାସି
ಇತರ ಭಾಷೆಗಳಿಗೆ ಅನುವಾದ :
किसी नगर का वह स्थान जहाँ दूसरे राष्ट्र या राज्य का राजदूत और उसके साथी, कर्मचारी आदि रहते हों।
दिल्ली में कई देशों के दूतावास हैं।Diplomatic building that serves as the residence or workplace of a consul.
consulateಅರ್ಥ : ହାଇକମିଶନରଙ୍କ କାର୍ଯ୍ୟାଳୟ
ಉದಾಹರಣೆ :
ଭାରତୀୟ ଦୂତାବାସ କେଉଁଠାରେ ଆପଣ ଜାଣିଛନ୍ତି କି?
ಸಮಾನಾರ್ಥಕ : ଉଚ୍ଚାୟୋଗ
ಇತರ ಭಾಷೆಗಳಿಗೆ ಅನುವಾದ :
An embassy of one British Commonwealth country to another.
high commissionಅರ್ಥ : ଦୂତାବେଶ ତୁଲ୍ୟ ରାଜକୀୟ ସଂସ୍ଥାନ
ಉದಾಹರಣೆ :
ପାକିସ୍ତାନ ଦୂତାବାସ ଭାରତ-ପାକ କ୍ରିକେଟ ମ୍ୟାଚ ଦେଖିବାପାଇଁ ଆଗ୍ରହୀ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଭିସା ଦେବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିବେ
ಸಮಾನಾರ್ಥಕ : ହାଇ କମିଶନ
ಇತರ ಭಾಷೆಗಳಿಗೆ ಅನುವಾದ :