ಅರ್ಥ : ଯେଉଁ ଦୂତକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଠାଯାଏ କିମ୍ବା ନିଯୁକ୍ତ କରାଯାଏ
ಉದಾಹರಣೆ :
କେତେଥର ଭାରତୀୟ ରାଜଦୂତମାନଙ୍କୁ ଅପମାନ କରିବାନେଇ ପାକିସ୍ଥାନ ଉପରେ ଆରୋପ ଲାଗିଛି
ಸಮಾನಾರ್ಥಕ : ରାଜଦୂତ, ରାଜପ୍ରତିନିଧି, ରାଷ୍ଟ୍ରଦୂତ
ಇತರ ಭಾಷೆಗಳಿಗೆ ಅನುವಾದ :
वह दूत जो किसी राज्य या देश की ओर से किसी दूसरे राज्य या देश में भेजा या नियुक्त किया जाता है।
पाकिस्तान पर कई बार भारतीय राजदूत को अपमान करने का आरोप लगा है।A diplomat of the highest rank. Accredited as representative from one country to another.
ambassador, embassadorಅರ್ಥ : କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
ಉದಾಹರಣೆ :
ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
ಸಮಾನಾರ್ಥಕ : ଚର, ସନ୍ଦେଶ ବାହକ, ସମ୍ବାଦଦାତା
ಇತರ ಭಾಷೆಗಳಿಗೆ ಅನುವಾದ :