ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦୁଷ୍କର୍ମ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦୁଷ୍କର୍ମ   ବିଶେଷ୍ୟ

ಅರ್ಥ : ଧର୍ମର ବିପରୀତ କର୍ମ ବା ଯେଉଁ କର୍ମ ଧର୍ମ ଅନୁସାରେ ହୋଇନାହିଁ

ಉದಾಹರಣೆ : ଅଧର୍ମ କର୍ମରୁ ଦୂରେଇ ରୁହ

ಸಮಾನಾರ್ಥಕ : ଅଧର୍ମ କର୍ମ, ପାପକର୍ମ, ପାପାଚାର

ಅರ್ಥ : ଖରାପ କାମ ବା ସେଭଳି କାମ ଯାହା କରିବା ଖରାପ

ಉದಾಹರಣೆ : ତୁମକୁ ତୁମର ଦୁଷ୍କର୍ମପାଇଁ ନିଶ୍ଚୟ ଦଣ୍ଡ ଭୋଗିବାକୁ ପଡ଼ିବ

ಸಮಾನಾರ್ಥಕ : ଅପକର୍ମ, କୁକର୍ମ, ଖରାପକର୍ମ, ଦୁଷ୍କୃତ୍ୟ, ପାପକର୍ମ, ମନ୍ଦକର୍ମ


ಇತರ ಭಾಷೆಗಳಿಗೆ ಅನುವಾದ :

बुरा कर्म या वह कर्म जिसे करना बुरा हो।

तुमको तुम्हारे दुष्कर्म की सज़ा अवश्य मिलेगी।
करतूत, कारसतानी, कुकर्म, कुकृत्य, दुष्कर्म, दुष्कृत्य

Improper or wicked or immoral behavior.

misbehavior, misbehaviour, misdeed

ಅರ್ಥ : ନୀତି ବିରୋଧ ହେଉଥିବା କାର୍ଯ୍ୟ

ಉದಾಹರಣೆ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ

ಸಮಾನಾರ್ಥಕ : ଅକର୍ମ, ଅନୈତିକ କର୍ମ, ଅପକର୍ମ, ପାପକର୍ମ, ମନ୍ଦକର୍ମ


ಇತರ ಭಾಷೆಗಳಿಗೆ ಅನುವಾದ :

ऐसा कार्य जो नीति के विरुद्ध हो।

दुष्ट व्यक्ति हमेशा दुष्कर्म में ही लिप्त रहता है।
अकर्म, अक्रिया, अनैतिक कार्य, अपकर्म, अपक्रिया, कुकर्म, दुष्कर्म, पापकर्म, बदकारी, बुरा कर्म, विकर्म

Improper or wicked or immoral behavior.

misbehavior, misbehaviour, misdeed