ಅರ್ಥ : ଯେ ବ୍ୟଭିଚାର କରେ
ಉದಾಹರಣೆ :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
ಸಮಾನಾರ್ಥಕ : କାମୁକ, ଚରିତ୍ରହୀନ, ବ୍ୟଭିଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Not faithful to a spouse or lover.
Adulterous husbands and wives.ಅರ್ಥ : ଖରାପ ବା ନିନ୍ଦନୀୟ ଚରିତ୍ରର
ಉದಾಹರಣೆ :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
ಸಮಾನಾರ್ಥಕ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Unrestrained by convention or morality.
Congreve draws a debauched aristocratic society.