ಅರ್ಥ : ଏପରି କଥା, ଶବ୍ଦ, ତତ୍ତ୍ୱଆଦି ଯାହା ବିଶେଷ ବା ସାମାନ୍ୟ ନିୟମର ବିରୋଧ
ಉದಾಹರಣೆ :
ଏ ନିୟମର କିଛି ଦୁର୍ନାମ ମଧ୍ୟ ଅଛି
ಸಮಾನಾರ್ಥಕ : ଅପବାଦ, କଳଙ୍କ, ନିନ୍ଦା
ಇತರ ಭಾಷೆಗಳಿಗೆ ಅನುವಾದ :
An instance that does not conform to a rule or generalization.
All her children were brilliant; the only exception was her last child.ಅರ್ಥ : କୁଖ୍ୟାତ ହେବା ଅବସ୍ଥା ବା ଭାବ
ಉದಾಹರಣೆ :
ଡାକୁ ରୂପରେ ରତ୍ନାକରକୁ ଯେତିକି ଅପଯଶ ମିଳିଥିଲା ତା ଠାରୁ ଅଧିକ ବାଲ୍ମୀକି ରୂପରେ ପ୍ରସିଦ୍ଧି ମିଳିଥିଲା
ಸಮಾನಾರ್ಥಕ : ଅପକୀର୍ତି, ଅପଯଶ, ଅଯଶ, କୁଖ୍ୟାତି, ବଦନାମୀ
ಇತರ ಭಾಷೆಗಳಿಗೆ ಅನುವಾದ :
कुख्यात होने की अवस्था या भाव।
डाकू के रूप में रत्नाकर को जितनी बदनामी मिली,उससे अधिक ऋषि वाल्मीकि के रूप में प्रसिद्धि।A state of extreme dishonor.
A date which will live in infamy.ಅರ್ಥ : ଯାହାଙ୍କୁ ଲୋକେ ଖରାପ କହନ୍ତି ବା ଯାହାକୁ କୁଖ୍ୟାତି ମିଳିଛି
ಉದಾಹರಣೆ :
ବୀରପ୍ପନ ଜଣେ କୁଖ୍ୟାତ ଅପରାଧୀ ସେ ନିଜ କାମ ଯୋଗୁଁ ସମାଜରେ ବଦନାମ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
जिसे लोग बुरा कहते हों या जिसे कुख्याति मिली हो।
वीरप्पन एक कुख्यात अपराधी है।