ಅರ್ಥ : ଖରାପ ଗନ୍ଧ
ಉದಾಹರಣೆ :
ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସଢ଼ିଯାଇଥିବା ଶସ୍ୟରୁ ବାହାରୁଥିବା ଗନ୍ଧ
ಉದಾಹರಣೆ :
ଡୋଲି ଭିତରୁ ପଚାଳିଆଗନ୍ଧ ବାହାରୁଛି
ಸಮಾನಾರ್ಥಕ : ପଚାଗନ୍ଧ, ପଚାଳିଆଗନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାଲୁକା ଦୁର୍ଗନ୍ଧ
ಉದಾಹರಣೆ :
ବହୁତ ସମୟଧରି କଟାହୋଇ ରହିଥିବା ପିଆଜରୁ ଦୁର୍ଗନ୍ଧ ଆସୁଛି
ಇತರ ಭಾಷೆಗಳಿಗೆ ಅನುವಾದ :