ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେ ଦୁଧ ଦିଏ
ಉದಾಹರಣೆ : ରାମ ପାଖରେ ଏକ ଦୁଧିଆଳି ଗାଈ ଅଛି ଯେ ବହୁତ ଦୁଧ ଦେଉଛି
ಸಮಾನಾರ್ಥಕ : ଦୁଆଁଳିଆ, ଦୁଧିଆଳି, ଦୁହାଁଳିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो दूध देती हो।
ಅರ್ಥ : ଯାହା ଦୁଧ ରଙ୍ଗର
ಉದಾಹರಣೆ : ସେ ତଳୁ ଉପର ପର୍ଯ୍ୟନ୍ତ ଦୁଧିଆ ବସ୍ତ୍ରରେ ସଜ୍ଜିତ ହୋଇଥିଲା
जो दूध के रंग का हो।
ಅರ್ಥ : ଯେଉଁଥିରେ ଦୁଧ ମିଶିଥାଏ ବା ଯାହା ଦୁଧରେ ତିଆରି ହୋଇଥାଏ
ಉದಾಹರಣೆ : ଆଜି କ୍ଷୀରି ଦୁଧିଆ ଲାଗୁଛି
ಸಮಾನಾರ್ಥಕ : ଦୁଧଯୁକ୍ତ
जिसमें दूध मिला हो या जो दूध का बना हो।
ಸ್ಥಾಪನೆ