ಅರ್ಥ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
ಉದಾಹರಣೆ :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ಸಮಾನಾರ್ಥಕ : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦ, ଦୁଃଖଦାୟୀ, ଦୁଃଖପ୍ରଦ
ಇತರ ಭಾಷೆಗಳಿಗೆ ಅನುವಾದ :
Causing physical discomfort.
Bites of black flies are more than irritating; they can be very painful.ಅರ್ಥ : ଯାହା ପୀଡ଼ା ଦିଏ
ಉದಾಹರಣೆ :
ବୃଦ୍ଧାବସ୍ଥା ଦୁଃଖଦାୟକ
ಸಮಾನಾರ್ಥಕ : କଷ୍ଟକର, କଷ୍ଟଦାୟକ, କଷ୍ଟପ୍ରଦ, ପୀଡ଼ାଦାୟକ
ಇತರ ಭಾಷೆಗಳಿಗೆ ಅನುವಾದ :
Causing or marked by grief or anguish.
A grievous loss.