ಅರ್ಥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
ಉದಾಹರಣೆ :
ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛଅ ରାଗରୁ ଦ୍ୱିତୀୟ ରାଗ
ಉದಾಹರಣೆ :
ଏକ କିମ୍ବଦନ୍ତୀ ଅନୁସାରେ ଦୀପକ ରାଗ ଗାନକଲେ ଲିଭି ଯାଇଥିବା ଦୀପ ବି ଜଳି ଉଠେ
ಸಮಾನಾರ್ಥಕ : ଦୀପକ ରାଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅର୍ଥାଳଙ୍କାରର ଏକ ପ୍ରକାର
ಉದಾಹರಣೆ :
ଦୀପକ ଅଳଙ୍କାରରେ ଅନେକ କ୍ରିୟାର ଗୋଟିଏ କାରକ ବୋଲି କୁହାଯାଏ
ಸಮಾನಾರ್ಥಕ : ଦୀପକ ଅଳଙ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :