ಅರ್ಥ : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
ಉದಾಹರಣೆ :
ଗୋଟିଏ ଦିନରେ ଆଠ ପ୍ରହର ଥାଏ
ಸಮಾನಾರ್ಥಕ : ଦିବସ
ಇತರ ಭಾಷೆಗಳಿಗೆ ಅನುವಾದ :
Time for Earth to make a complete rotation on its axis.
Two days later they left.ಅರ್ಥ : ବହୁତ ଅଧିକ ସମୟ
ಉದಾಹರಣೆ :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
ಉದಾಹರಣೆ :
ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା ଖରାଦିନେ ଦିନ ବଢ଼ିଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଣତି ବିଚାରକୁ ନେଇ ଇଂରାଜୀ ମାସର କୌଣସି ଦିନ
ಉದಾಹರಣೆ :
ମୁଁ ପ୍ରାର୍ଥନା-ପତ୍ରରେ ଆଜିର ତାରିଖ ଲେଖିବାକୁ ଭୁଲିଗଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
ಉದಾಹರಣೆ :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
ಸಮಾನಾರ್ಥಕ : ଅବସର, କାଳ, ବେଳା, ଯୁଗ, ସମୟ
ಇತರ ಭಾಷೆಗಳಿಗೆ ಅನುವಾದ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.ಅರ್ಥ : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
ಉದಾಹರಣೆ :
ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
ಸಮಾನಾರ್ಥಕ : ଦିବସ
ಇತರ ಭಾಷೆಗಳಿಗೆ ಅನುವಾದ :
The recurring hours when you are not sleeping (especially those when you are working).
My day began early this morning.