ಅರ್ಥ : କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି
ಉದಾಹರಣೆ :
ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशेष कार्य, परिस्थिति आदि के होने या घटने की स्थिति।
आपको शिक्षा के साथ ही उद्योग की दिशा भी बदलनी होगी।ಅರ್ಥ : କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ
ಉದಾಹರಣೆ :
ଆପଣ କେଉଁ ଦିଗକୁ ଯାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A place within a region identified relative to a center or reference location.
They always sat on the right side of the church.ಅರ್ಥ : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
ಉದಾಹರಣೆ :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
ಸಮಾನಾರ್ಥಕ : ପକ୍ଷ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
ಉದಾಹರಣೆ :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
ಸಮಾನಾರ್ಥಕ : ପକ୍ଷ
ಇತರ ಭಾಷೆಗಳಿಗೆ ಅನುವಾದ :