ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦାସ୍ୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦାସ୍ୟ   ବିଶେଷ୍ୟ

ಅರ್ಥ : ଭକ୍ତିର ନଅ ଭେଦ ମଧ୍ୟରୁ ଗୋଟିଏ, ଯେଉଁଥିରେ ଉପାସକ ନିଜର ଉପାସ୍ୟ ଦେବତାଙ୍କୁ ସ୍ୱାମୀ ଏବଂ ନିଜକୁ ଦାସ ବୋଲି ବିଚାର କରନ୍ତି

ಉದಾಹರಣೆ : ଭକ୍ତ ରଇଦାସ ଭଗବାନଙ୍କୁ ଦାସ୍ୟ ଭାବରେ ପୂଜୁଥିଲେ

ಸಮಾನಾರ್ಥಕ : ଦାସ୍ୟଭକ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

भक्ति के नौ भेदों में से एक,जिसमें उपासक अपने उपास्य देवता को स्वामी और अपने आप को दास समझता है।

भक्त रैदास दास्य भाव से ईश्वर को पूजते थे।
दास्य, दास्य भक्ति

(Hinduism) loving devotion to a deity leading to salvation and nirvana. Open to all persons independent of caste or sex.

bhakti

ಅರ್ಥ : ଦାସ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ଇଂରେଜମାନେ ଭାରତବାସୀଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଦାସତ୍ୱ ଜଞ୍ଜିରରେ ବାନ୍ଧି ରଖିଥିଲେ

ಸಮಾನಾರ್ಥಕ : ଗୋଲାମି, ଦାସତା, ଦାସତ୍ୱ, ଦାସ୍ୟତା


ಇತರ ಭಾಷೆಗಳಿಗೆ ಅನುವಾದ :

दास होने की अवस्था या भाव।

देशभक्तों को अंग्रेजों की गुलामी कभी स्वीकार नहीं थी।
ग़ुलामी, गुलामी, दासता, दासत्व, दास्य

The state of being under the control of another person.

bondage, slavery, thraldom, thrall, thralldom