ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ଦାସୀ ପ୍ରଥମ ଥରପାଇଁ ଶଶୁର ଘରଯାଉଥିବା ବିବାହିତା ସ୍ତ୍ରୀସହ ଯାଏ
ಉದಾಹರಣೆ : ଦାସୀକୁ ବିବାହିତା ସ୍ତ୍ରୀର ଶଶୁରଘରେ ଅନେକ ସମ୍ମାନ ମିଳିଲା
ಸಮಾನಾರ್ಥಕ : ପୋଇଲି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह दासी जो पहले-पहल ससुराल जाने वाली विवाहिता के साथ जाती है।
ಅರ್ಥ : ଈଶ୍ୱର ବା ଦେବତା ଆଦିଙ୍କୁ ଭକ୍ତି କରୁଥିବା ସ୍ତ୍ରୀ
ಉದಾಹರಣೆ : ମୀରା କୃଷ୍ଣଙ୍କ ପୂଜାରିଣୀ ଥିଲେ
ಸಮಾನಾರ್ಥಕ : ଉପାସିକା, ପୂଜାରିଣୀ, ପୂଜାରୁଣୀ
वह स्त्री जो ईश्वर या देवता आदि की भक्ति करती है।
ಅರ್ಥ : ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
ಉದಾಹರಣೆ : ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
ಸಮಾನಾರ್ಥಕ : ଚାକରାଣୀ, ନଉକରାଣୀ, ପରିଚାରିକା, ସେବିକା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जो घरेलू काम-काज तथा सेवा करती हो।
A female domestic.
ಸ್ಥಾಪನೆ