ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାହାକୁ ଦେବତୁଲ୍ୟ ମାନିକରି ତାଙ୍କୁ ଭକ୍ତି କରୁଥିବା ବା ତାଙ୍କୁ ପରମ ମହତ୍ମା ମାନୁଥିବା ବ୍ୟକ୍ତି
ಉದಾಹರಣೆ : ସେ ଗାନ୍ଧିଜୀଙ୍କର ବଡ଼ ଭକ୍ତ
ಸಮಾನಾರ್ಥಕ : ଉପାସକ, ପୂଜାରୀ, ଭକ୍ତ, ସେବକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी को देवतुल्य मानकर उसकी भक्ति करनेवाला या उसका परम महत्त्व माननेवाला व्यक्ति।
An ardent follower and admirer.
ಅರ್ಥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
ಉದಾಹರಣೆ : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
ಸಮಾನಾರ್ಥಕ : ଆଶ୍ରିତ, ଗୁଲାମ, ସେବକ
अपनी सेवा कराने के लिये मूल्य देकर खरीदा हुआ व्यक्ति।
A person who is owned by someone.
ಅರ್ಥ : ବେତନ ନେଇ ସେବା କରୁଥିବା ଲୋକ
ಉದಾಹರಣೆ : ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
ಸಮಾನಾರ್ಥಕ : ଚାକର, ନଉକର, ପରିଚାରକ, ଭୃତ୍ୟ, ସେବକ
वह जो वेतन आदि लेकर सेवा करता हो।
A person working in the service of another (especially in the household).
ಸ್ಥಾಪನೆ