ಅರ್ಥ : କାହାରିକୁ ଆଧିକାରିକ ରୂପରେ ବା ଦୃଢତା ସହକାରେ ଆମର ଅମୁକଅମୁକ ସୁବିଧାମାନ ମିଳିବା ଆବଶ୍ୟକ ବୋଲି କହିବାର କ୍ରିୟା
ಉದಾಹರಣೆ :
ଶ୍ରମିକମାନଙ୍କ ଦାବି ପୂରଣ ନ ହେବାରୁ ସେମାନେ ହରତାଳ କରିବାକୁ ଲାଗିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମ୍ପତ୍ତି ଅଥବା ଅଧିକାରର ରକ୍ଷା କିମ୍ବା ପ୍ରାପ୍ତି କରିବାପାଇଁ ଚାଲିଥିବା ମୋକଦମା
ಉದಾಹರಣೆ :
ବିଡ଼ଲା ପ୍ରିୟମ୍ବଦାର ଇଚ୍ଛାପତ୍ର ବିରୁଦ୍ଧରେ ଦାବି କରିଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
सम्पत्ति अथवा अधिकार की रक्षा या प्राप्ति के लिए चलाया हुआ मुक़दमा।
बिड़ला ने प्रियंवदा की वसीयत के विरुद्ध दावा किया है।ಅರ್ಥ : କୌଣସି ବିଶେଷ କାର୍ଯ୍ୟ ନିମିତ୍ତ କାହାରିକୁ କିଛି ମାଗିବା ବା କୌଣସି କାର୍ଯ୍ୟ କରିବାପାଇଁ ଅଧିକାରପୂର୍ବକ କହିବା ପ୍ରକ୍ରିୟା
ಉದಾಹರಣೆ :
ନିଜ ଲୋକଙ୍କ ପାଖରେ ଦାବି କରିବାରେ ଲାଜ କାହିଁକି?
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशेष कार्य के निमित्त किसी से कुछ माँगने या कोई कार्य करने के लिए साधिकार कहने की क्रिया।
अपनों से अधियाचन में कैसी शर्म !।ಅರ್ಥ : ଦୃଢ଼ତାପୂର୍ବକ କହିବା
ಉದಾಹರಣೆ :
ଆପଣଙ୍କର ରାମ ବାବଦରେ ଏହି ଦାବି ଉଚିତ ନୁହେଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ଉପରେ ଅଧିକାର ସାବ୍ୟସ୍ତ କରିବା କାମ
ಉದಾಹರಣೆ :
ଝିଅମାନେ ମଧ୍ୟ ନିଜ ପିତାଙ୍କ ସମ୍ପତି ଉପରେ ଦାବି କରିପାରିବେ
ಇತರ ಭಾಷೆಗಳಿಗೆ ಅನುವಾದ :