ಅರ್ಥ : ଚେସ ଖେଳର କୌଣସି ଗୋଟି
ಉದಾಹರಣೆ :
ସେ ବହୁତ ଚେଷ୍ଟାକରି ନିଜର ଗୋଟି ବଞ୍ଚେଇଲା
ಸಮಾನಾರ್ಥಕ : ଗୋଟି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ
ಉದಾಹರಣೆ :
ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି
ಸಮಾನಾರ್ಥಕ : ଅନୁଦାନ
ಇತರ ಭಾಷೆಗಳಿಗೆ ಅನುವಾದ :
राज्य शासन आदि से किसी विशेष कार्य के लिए सहायता के रूप में मिलने वाला धन।
बाढ़ ग्रस्त इलाक़े के लिए केंद्र सरकार ने एक करोड़ रुपए का अनुदान दिया है।Any monetary aid.
grantಅರ್ಥ : ପଥର, ମାଟି, ପ୍ଲାଷ୍ଟିକଆଦିର ଛୋଟ ଖଣ୍ଡ ଯାହାର ଉପଯୋଗ କୌଣସି ଖେଳରେ ହୋଇଥାଏ
ಉದಾಹರಣೆ :
ପିଲାମାନେ ଖେଳିବାପାଇଁ ଗୋଟି ଏକାଠି କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ କିଛି ଦେବାର କାର୍ଯ୍ୟ
ಉದಾಹರಣೆ :
ମୁଖ୍ୟ ଅତିଥି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କଲେ ମଣିଷମାନଙ୍କ ଉପରେ ଆଲ୍ଲାଙ୍କ ଦାନ ବହୁମୂଲ୍ୟ
ಸಮಾನಾರ್ಥಕ : ପ୍ରଦାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଶା, ତାସ ଆଦିର ଖେଳରେ ପତ୍ର ବା ଦାନ ବାଦିରେ ରଖିବା ଆଗକୁ ବଢ଼ିବାର କ୍ରିୟା
ಉದಾಹರಣೆ :
ଦାନ ଚଲେଇବା ଆପଣଙ୍କ ପାଳି
ಸಮಾನಾರ್ಥಕ : ଗୋଟି
ಇತರ ಭಾಷೆಗಳಿಗೆ ಅನುವಾದ :
शतरंज,ताश चौरस आदि के खेल में, पत्ता या मोहरा दाँव पर रखने या आगे बढ़ाने की क्रिया।
चाल चलने की आपकी बारी है।(game) a player's turn to take some action permitted by the rules of the game.
move