ಅರ್ಥ : କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ಉದಾಹರಣೆ :
କ୍ରୋଧ ଅବସ୍ଥାରେ କରାଯାଇଥିବା କାମ ଠିକ୍ ହୁଏ ନାହିଁ ତାର କି ଦଶା ପଡ଼ିଲା
ಸಮಾನಾರ್ಥಕ : ଅବସ୍ଥା, ଗତି, ସ୍ଥିତି, ହାଲ୍ଚାଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
The way something is with respect to its main attributes.
The current state of knowledge.ಅರ್ಥ : ଉଦାସୀ ବା ଉତ୍ତେଜନାର ଅବସ୍ଥା
ಉದಾಹರಣೆ :
ସେ ବର୍ତ୍ତମାନ ଏ ଭଳି ହାଲରେ ଅଛି ଯେ ତା ସହିତ ତର୍କ କରିବା ଉଚିତ୍ ନୁହେଁ
ಇತರ ಭಾಷೆಗಳಿಗೆ ಅನುವಾದ :