ಅರ್ಥ : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
ಉದಾಹರಣೆ :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
ಸಮಾನಾರ್ಥಕ : ଚକଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
ಉದಾಹರಣೆ :
ଭାଉଜ ଅଟା ଚକଟୁଛନ୍ତି
ಸಮಾನಾರ್ಥಕ : ଚକଟିବା, ମର୍ଦ୍ଦନକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
ಉದಾಹರಣೆ :
ସେ ସାପର ମୁଣ୍ଡକୁ ଦଳୁଛି
ಸಮಾನಾರ್ಥಕ : ଚକଟିବା, ଛେଚିବା, ମର୍ଦ୍ଦନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :