ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦର୍ପ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦର୍ପ   ବିଶେଷ୍ୟ

ಅರ್ಥ : ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ

ಸಮಾನಾರ್ಥಕ : ଅହଂକାର, ଗର୍ବ, ଦମ୍ଭ, ଦମ୍ଭପୂର୍ଣ୍ଣତା, ଦର୍ପପୂର୍ଣ୍ଣତା


ಇತರ ಭಾಷೆಗಳಿಗೆ ಅನುವಾದ :

दर्प या दंभ से भरे होने की अवस्था या भाव।

आपकी दर्पिता के कारण मज़दूर काम छोड़कर चले गये।
दंभपूर्णता, दंभिता, दर्पपूर्णता, दर्पिता

Overbearing pride evidenced by a superior manner toward inferiors.

arrogance, haughtiness, hauteur, high-handedness, lordliness

ಅರ್ಥ : ବଡ଼ପଣିଆ ଦେଖାଇବା ବା ପ୍ରୟୋଜନ ସିଦ୍ଧ କରିବା ନିମନ୍ତେ ମିଛ ଆଡ଼ମ୍ବର

ಉದಾಹರಣೆ : ସେ ସବୁବେଳେ ନିଜର ବଡ଼ଲୋକୀ ପଣିଆ ଦେଖାଏ

ಸಮಾನಾರ್ಥಕ : ଦମ୍ଭ, ପଣିଆ


ಇತರ ಭಾಷೆಗಳಿಗೆ ಅನುವಾದ :

महत्व दिखाने या प्रयोजन सिद्ध करने के निमित्त झूठा आडम्बर।

वह अपनी अमीरी के दंभ से लोगों को प्रभावित करना चाहता है।
दंभ, दम्भ

The trait of condescending to those of lower social status.

snobbery, snobbishness, snobbism

ಅರ್ಥ : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ

ಉದಾಹರಣೆ : ଅହଂକାର ମଣିଷକୁ ନେଇ ଡୁବାଇ ଦିଏ କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !

ಸಮಾನಾರ್ಥಕ : ଅହଂକାର, ଅହଂଭାବ, ଅହମିକା, ଔଦ୍ଧତ୍ୟ, ଗର୍ବ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ


ಇತರ ಭಾಷೆಗಳಿಗೆ ಅನುವಾದ :

An inflated feeling of pride in your superiority to others.

ego, egotism, self-importance