ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ଫୁଟିଫୁଟି ଅଧା ରହିଯାଏ ଏବଂ ଗାଢା ହୋଇ ଯାଏ(ଦୁଧ,ପାଚନ ଆଦି)
ಉದಾಹರಣೆ : ଦରସିଝା କ୍ଷୀରରେ ରସଗୋଲା ପକାଇ ରସମଲାଇ ତିଆରି କରାଯାଏ
ಸಮಾನಾರ್ಥಕ : ଅଧାମରା, ଦରଫୁଟା, ଦରମଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो खौलते-खौलते आधा रह जाय और गाढ़ा हो जाय (दूध, काढ़ा आदि)।
ಅರ್ಥ : ଯାହା ଅଧା ସିଝା ହୋଇଥାଏ ବା ଭଲ ଭାବରେ ସିଝା ହୋଇ ନ ଥାଏ
ಉದಾಹರಣೆ : ସେ ଦରସିଝା ଅଣ୍ଡାକୁ ଫଟଉଛି
जो आधा ही उबला हो या अच्छी तरह से न उबला हो।
ಅರ್ಥ : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
ಉದಾಹರಣೆ : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
ಸಮಾನಾರ್ಥಕ : ଅଧାସିଝା, ଅପକ୍ୱ, ଅପରିପକ୍ୱ, କଞ୍ଚା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो आँच पर पकाने के बाद भी ठीक से न पका या गला हो।
Insufficiently cooked.
ಅರ್ಥ : ଯାହା ଅଧା କଞ୍ଚା କିମ୍ବା ଅଧା ସିଝା
ಉದಾಹರಣೆ : ସେ ତରବରିଆ ଭାବରେ ଦରସିଝା ଡାଲିକୁ ଚୁଲିରୁ ଓହ୍ଲାଇଦେଲେ
ಸಮಾನಾರ್ಥಕ : ଅଧାକଞ୍ଚା, ଅଧାସିଝା
जो आधा कच्चा हो और आधा पका या गला हो।
ಸ್ಥಾಪನೆ