ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଦରବୁଢ଼ା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଦରବୁଢ଼ା   ବିଶେଷ୍ୟ

ಅರ್ಥ : ଅସ୍ତମିତ ଯୌବନର ବା ବୃଦ୍ଧାବସ୍ଥା ଓ ଯୌବନାବସ୍ଥାର ମଝିରେ ଥିବା ବ୍ୟକ୍ତି

ಉದಾಹರಣೆ : ଜଣେ ଦରବୁଢ଼ା ବ୍ୟକ୍ତି ପଳେଇଯାଉଥିବା ଚୋରକୁ ଧରିନେଲେ

ಸಮಾನಾರ್ಥಕ : ଅଧବୟସିଆ, ଅଧୁଆରି, ପ୍ରୌଢ଼, ମଧ୍ୟବୟସ୍କ


ಇತರ ಭಾಷೆಗಳಿಗೆ ಅನುವಾದ :

ढलती जवानी का या बुढ़ापे और जवानी के बीच का व्यक्ति।

एक अधेड़ ने भागते हुए चोर को पकड़ लिया।
अधबयसू, अधबैसू, अधेड़, प्रौढ़, मध्यवय, मध्यवयस्क

The time of life between youth and old age (e.g., between 40 and 60 years of age).

middle age

ಅರ್ಥ : ଦରବୁଢ଼ା ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ଦରବୁଢ଼ାରେ ମଧ୍ୟ ଛୁଆମାନଙ୍କ ଭଳି ହରକତ କରିବା ଶୋଭା ପାଏନାହିଁ

ಸಮಾನಾರ್ಥಕ : ଅଧାବୁଢ଼ା


ಇತರ ಭಾಷೆಗಳಿಗೆ ಅನುವಾದ :

अधेड़ होने की अवस्था या भाव।

अधेड़पन में भी बच्चों जैसी हरकतें करना शोभा नहीं देता।
अधेड़पन, अधेड़पना

The time of life between youth and old age (e.g., between 40 and 60 years of age).

middle age

ଦରବୁଢ଼ା   ବିଶେଷଣ

ಅರ್ಥ : ଅନ୍ତିମ ଯୌବନ ବା ଯୌବନ ଓ ବାର୍ଦ୍ଧକ୍ୟର ମଝିରେ

ಉದಾಹರಣೆ : ଆମର ଅଧ୍ୟାପିକା ଜଣେ ମଧ୍ୟବୟସ୍କା ମହିଳା ମଧ୍ୟବୟସ୍କ ହେଲେ ଯେ ଅକଲ୍‌ ଆସିଯିବ ଏହା ଜରୁରୀ ନୁହେଁ

ಸಮಾನಾರ್ಥಕ : ପ୍ରୌଢ଼, ମଧ୍ୟବୟସ୍କ


ಇತರ ಭಾಷೆಗಳಿಗೆ ಅನುವಾದ :

ढलती जवानी का या बुढ़ापे और जवानी के बीच का।

हमारी अध्यापिका एक अधेड़ महिला हैं।
अधेड़ होने पर अक्ल आ ही जाए, यह ज़रूरी नहीं।
अधबयसू, अधबैसू, अधेड़, प्रौढ़, मध्यवय, मध्यवयस्क

Being roughly between 45 and 65 years old.

middle-aged