ಅರ್ಥ : କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ
ಉದಾಹರಣೆ :
କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା
ಸಮಾನಾರ್ಥಕ : ଚିପିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी पर किसी ओर से इस प्रकार ज़ोर पहुँचाना कि उसे पीछे हटना पड़े।
कम्प्यूटर चालू करने के लिए गोलू ने उसका बटन दबाया।Exert pressure or force to or upon.
He pressed down on the boards.ಅರ್ಥ : କାହା ଉପରେ ଏପରି ଜୋର ଦେବା ଯେ ସେ କିଛି କରିପାରିବ ନାହିଁ
ಉದಾಹರಣೆ :
ଗୁଣ୍ଡାମାନେ ସମଗ୍ର ବସ୍ତିକୁ ଡରେଇ ଧମକେଇ କରି ଦବେଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରତିଯୋଗିତାରେ ପିଛାଡିବା
ಉದಾಹರಣೆ :
ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା
ಸಮಾನಾರ್ಥಕ : ପକେଇବା, ପିଛାଡ଼ିବା, ଭାରି ପଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଢ଼ୁଥିବା ବେଗ, ବିରୋଧ ଆଦିକୁ ଦମନ କରିବା
ಉದಾಹರಣೆ :
ପୋଲିସ ହରତାଳକାରୀମାନଙ୍କୁ ଲାଠି ଚାର୍ଜ କରି ଦବେଇଲେ
ಸಮಾನಾರ್ಥಕ : ଚପେଇଦେବା, ପ୍ରସମିତ କରିବା, ଶାନ୍ତ କରିବା
ಅರ್ಥ : ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ
ಉದಾಹರಣೆ :
ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
Exert pressure or force to or upon.
He pressed down on the boards.