ಅರ್ಥ : ଯେଉଁ ବର୍ଣ୍ଣର ଉଚ୍ଚାରଣ ଦାନ୍ତ ସହାୟତାରେ ହୋଇଥାଏ
ಉದಾಹರಣೆ :
ତ ବର୍ଗର ପ୍ରତ୍ୟେକ ବର୍ଣ୍ଣ ଦନ୍ତ୍ୟ
ಸಮಾನಾರ್ಥಕ : ଦଂତ୍ୟ, ଦଂତ୍ୟ ବର୍ଣ୍ଣ, ଦନ୍ତ୍ୟ ବର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
वह वर्ण जिसका उच्चारण दाँतों की सहायता से होता है।
तवर्ग के सभी वर्ण दंत्य हैं।ಅರ್ಥ : ଦାନ୍ତ ସହିତ ଯାହାର ସମ୍ବନ୍ଧ
ಉದಾಹರಣೆ :
ହିନ୍ଦୀରେ ତ୍,ଥ୍,ଦ୍,ଧ୍ ଆଦି ବର୍ଣ୍ଣଗୁଡ଼ିକୁ ଦନ୍ତ୍ୟବର୍ଣ୍ଣ କୁହାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :