ಅರ್ಥ : କାହାରିକୁ କିଛି କାମ କରିବାପାଇଁ କୌଣସି ସ୍ଥାନକୁ ଶୀଘ୍ର ପଠାଇବା
ಉದಾಹರಣೆ :
ଖୁଡ଼ୀ ରୋହନକୁ ଜିନିଷ ଆଣିବାପାଇଁ କେତେଥର ବଜାରକୁ ଦଉଡ଼ାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
किसी को किसी काम के लिए कहीं जल्दी भेजना।
चाची ने रोहन को सामान लाने के लिए कई बार बाज़ार दौड़ाया।ಅರ್ಥ : ଚାରିଆଡ଼େ ବୁଲାଇବା
ಉದಾಹರಣೆ :
ବ୍ୟାଙ୍କର ବାବୁ ଋଣ ମଞ୍ଜୁର କରିବାପାଇଁ ବହୁତ ଦଉଡ଼ାଇଲେ
ಸಮಾನಾರ್ಥಕ : ଦଉଡ଼େଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦଉଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ଶିକ୍ଷକ ଛାତ୍ରମାନଙ୍କୁ ପଡ଼ିଆରେ ଦଉଡ଼ାଇଲେ
ಸಮಾನಾರ್ಥಕ : ଧାଁଦଉଡ଼ କରାଇବା, ଧୁଆଇଁବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବ୍ୟର୍ଥରେ ପ୍ରତୀକ୍ଷା କରିବା
ಉದಾಹರಣೆ :
ମନ୍ତ୍ରୀ ଚାକିରୀ ଲାଳସା ଦେଖାଇ ରାମୁକୁ ମାସମାସ ଧରି ଦଉଡ଼ାଉଛନ୍ତି
ಸಮಾನಾರ್ಥಕ : ଅପେକ୍ଷା କରାଇବା, ପ୍ରତୀକ୍ଷୀତ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :