ಅರ್ಥ : ବାରମ୍ବାର ଛେପ କାଢ଼ିବା
ಉದಾಹರಣೆ :
ତମାଖୁ ଖାଇ ସେ ଥୁଥୁ କରୁଥିଲା
ಸಮಾನಾರ್ಥಕ : ଛେପ ପକାଇବା, ଥୁକିବା, ଥୁଥୁ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମୁହଁରୁ ଛେପ ବା ମୁହଁରେ ଥିବା କିଛି ପଦାର୍ଥକୁ ବାହାରକୁ ବାହାର କରିବା (ଯୋରରେ)
ಉದಾಹರಣೆ :
ସେ ପାନ ଖାଇ ମୋ କୁର୍ତ୍ତାରେ ହିଁ ଛେପ କାଢ଼ିଦେଲା ସେ ଚୁପଚାପ ଔଷଧକୁ ଥୁକିଦେଲା
ಸಮಾನಾರ್ಥಕ : ଛେପ କାଢ଼ିବା, ଛେପ ପକାଇବା, ଥୁକିବା, ଥୁତ୍କାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :