ಅರ್ಥ : ପୋଲିସ ଅଫିସରର ପଦ
ಉದಾಹರಣೆ :
ମନୋହରଙ୍କୁ ବଲୌଦାବଜାର ଥାନାର ଭାର ମିଳିଛି
ಸಮಾನಾರ್ಥಕ : ପୋଲିସ କାର୍ଯ୍ୟାଳୟ, ଫାଣ୍ଡି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ଥାନରେ ପୋଲିସଙ୍କର କିଛି ସିପାହୀ ଓ ସେମାନଙ୍କ ବରିଷ୍ଠ ଅଧିକାରୀ ସ୍ଥାୟୀ ରୂପରେ କାମ କରନ୍ତି ଏବଂ ଯେଉଁଠାରୁ ଆଖପାଖ ସ୍ଥାନପାଇଁ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ
ಉದಾಹರಣೆ :
ଚୋରି ହେବା ପରେ ଆମେ ଥାନାରେ ରିପୋର୍ଟ ଦାଖଲ କଲୁ
ಸಮಾನಾರ್ಥಕ : ଦାରୋଗା ଷ୍ଟେସନ୍, ପୋଲିସ ଷ୍ଟେସନ୍
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान जहाँ पुलिस के कुछ सिपाही और उनके वरिष्ठ अधिकारी कार्य करते हैं और जहाँ से आस-पास के स्थानों का प्रबंध होता है।
चोरी होने के बाद हमने थाने में रपट दर्ज कराई।ಅರ್ಥ : ଯେଉଁ ପୋଲିସ ଫାଣ୍ଡିର ତତ୍ୱାବଧାରକ ପୋଲିସ ଅଧିକାରୀ
ಉದಾಹರಣೆ :
ସିପାହୀ ରାମୁକୁ ଧରି ଥାନାକୁ ନେଇଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :