ಅರ್ಥ : ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ
ಉದಾಹರಣೆ :
ମୁଁ ତାକୁ କେତେଥର ଫୋନ କରିଛି ମହାବୀର ସକାଳୁ ତିନିଥର ଖାଇଲାଣି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
ಉದಾಹರಣೆ :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସଂଖ୍ୟା ବିଚାରଦ୍ୱାରା ବନ୍ଧୁକରୁ ଗୋଳି ଚଲାଇବା କ୍ରିୟା
ಉದಾಹರಣೆ :
ପୋଲିସ ଚାରିଥର ଗୋଳି ଚଳାଇଲେ
ಸಮಾನಾರ್ಥಕ : ରାଉଣ୍ଡ୍
ಇತರ ಭಾಷೆಗಳಿಗೆ ಅನುವಾದ :