ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ନବଯୌବନାର ବୃଦ୍ଧିପାଉଥିବା ସ୍ତନ
ಉದಾಹರಣೆ : ବକ୍ଷୋଜ ଉପରେ ଉତ୍ତରୀ ଢାଙ୍କିବାପାଇଁ ମାଆ ଝିଅକୁ ପରାମର୍ଶ ଦେଲେ
ಸಮಾನಾರ್ಥಕ : ଉରୋଜ, ଦୁଧ, ବକ୍ଷୋଜ, ସ୍ତନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
नव यौवना के उभरते हुए स्तन।
The small projection of a mammary gland.
ಅರ್ಥ : ଦୁଧ ଦେଉଥିବା ଚତୁସ୍ପଦ ପ୍ରାଣୀର ସ୍ତନ
ಉದಾಹರಣೆ : ଏହି ଗାଈର ପହ୍ନା ବହୁତ ବଡ଼
ಸಮಾನಾರ್ಥಕ : ପହ୍ନା, ସ୍ତନ
गाय, भैंस, बकरी इत्यादि मादा पशुओं के दूध जमा रहने के अङ्ग का फली के समान का उपाङ्ग जिसे दबाकर तथा खींचकर दूध दूहा जाता है।
Mammary gland of bovids (cows and sheep and goats).
ಅರ್ಥ : ଯୁବତୀର ସ୍ତନ
ಉದಾಹರಣೆ : ଜଣେ ହୀନମତି ବ୍ୟକ୍ତି ରାସ୍ତାରେ ଚାଲୁଥିବା ତରୁଣୀଟିର ସ୍ତନକୁ ଭଲକରି ଦେଖୁଥିଲା
ಸಮಾನಾರ್ಥಕ : ଉରଜ, କୁଚ, ଦୁଧ, ପୟୋଧର, ସ୍ତନ
जवान स्त्री के स्तन।
Either of two soft fleshy milk-secreting glandular organs on the chest of a woman.
ಸ್ಥಾಪನೆ