ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ତାପମାନ ଖସିଲେ ଶରୀରରେ ହେଉଥିବା ସେ ଅନୁଭୂତି ଯେଉଁଥିରେ କପଡ଼ାଆଦି ଘୋଡ଼ିବା ବା ଖରା, ନିଆଁଆଦି ପୋଇଁବା ପାଇଁ ଇଚ୍ଛା ହୁଏ
ಉದಾಹರಣೆ : ଆଜି ସକାଳୁ ମୋତେ ଥଣ୍ଡା ଲାଗୁଛି
ಸಮಾನಾರ್ಥಕ : ଜାଡ଼, ଶୀତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
तापमान के गिरने से शरीर में होने वाली वह अनुभूति जिसमें कपड़े आदि ओढ़ने या धूप, आग, आदि तापने की इच्छा होती है।
The sensation produced by low temperatures.
ಅರ್ಥ : ଯାହା ଉଷ୍ଣ ନୁହେଁ
ಉದಾಹರಣೆ : ବାଟୋଇ ନଦୀର ଥଣ୍ଡାପାଣି ପିଉଛି
ಸಮಾನಾರ್ಥಕ : ଶୀତଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो उष्ण न हो।
ಅರ್ಥ : ଯେଉଁଥିରେ ଉତ୍ତେଜନା ନାହିଁ
ಉದಾಹರಣೆ : ତାଙ୍କ ଥଣ୍ଡା ସ୍ୱାଗତଦ୍ୱାରା ମନ ଉଦାସ ହୋଇଗଲା
ಸಮಾನಾರ್ಥಕ : ଉତ୍ତେଜନାଶୂନ୍ୟ, ଶୀତଳ
जिसमें आवेश न हो।
ಅರ್ಥ : ଯେଉଁଠାରେ ଥଣ୍ଡା ହୁଏ
ಉದಾಹರಣೆ : କାଲିରାତିରେ ଥଣ୍ଡା ପବନ ବହୁଥିଲା
ಅರ್ಥ : ଯାହା ଜଳନ୍ତା ବା ଦାଉଦାଉ ହେଉ ନଥାଏ
ಉದಾಹರಣೆ : ନିଆଁ ଧିରେଧିରେ ଥଣ୍ଡା ହୋଇଗଲା
ಸಮಾನಾರ್ಥಕ : ଉପଶମିତ, ଦମିତ, ଶମିତ, ଶାନ୍ତ
जो जलता या दहकता हुआ न हो।
ಅರ್ಥ : ରଙ୍ଗ ସିଦ୍ଧାନ୍ତ ଅନୁସାରେ ଥଣ୍ଡା ପ୍ରଦାନକାରୀ
ಉದಾಹರಣೆ : ନୀଳ ଗୋଟିଏ ଥଣ୍ଡା ରଙ୍ଗ
ಸಮಾನಾರ್ಥಕ : ଶୀତ
रंग सिद्धांतानुसार ठंडक देने वाला।
(color) giving no sensation of warmth.
ಅರ್ಥ : ଯାହାର ସ୍ୱଭାବରେ କ୍ରୋଧ ବା ଆବେଶ ନଥାଏ
ಉದಾಹರಣೆ : ରୋହିତର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗେ
ಸಮಾನಾರ್ಥಕ : ଶାନ୍ତ
जिसके स्वभाव में क्रोध या आवेश न हो।
ಸ್ಥಾಪನೆ