ಅರ್ಥ : ପ୍ରକାଶ, ଉର୍ଜା,ବିକିରଣ ଆଦି ଦବା ବା ଛାଡିବାର କାମ
ಉದಾಹರಣೆ :
ସୂର୍ଯ୍ୟଙ୍କ ଠାରୁ ନିୟମିତ ପ୍ରକାଶ ଏବଂ ଉର୍ଜାର ନିକ୍ଷେପ ପୃଥିବୀ ନିମନ୍ତେ ବରଦାନ ସଦୃଶ୍ୟ
ಸಮಾನಾರ್ಥಕ : ନିକ୍ଷେପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବୈରାଗ୍ୟଆଦି କାରଣରୁ ସାଂସାରିକ ଭୋଗ ଓ ପଦାର୍ଥଆଦିକୁ ଛାଡ଼ିବାର କ୍ରିୟା ବା ଭାବ
ಉದಾಹರಣೆ :
ଭୋଗ ତ୍ୟାଗ କରି ମୋହନ ସନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି କଲା
ಸಮಾನಾರ್ಥಕ : ଭୋଗ ତ୍ୟାଗ
ಇತರ ಭಾಷೆಗಳಿಗೆ ಅನುವಾದ :
An act (spoken or written) declaring that something is surrendered or disowned.
renouncement, renunciationಅರ್ಥ : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
ಉದಾಹರಣೆ :
ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
ಸಮಾನಾರ್ಥಕ : ଉତ୍ସର୍ଗ, ପରିତ୍ୟାଗ, ପରିବର୍ଜନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciationಅರ್ಥ : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ
ಉದಾಹರಣೆ :
ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :